spot_img

Google ବନ୍ଦ କଲା ନିଜର ଲୋକପ୍ରିୟ ଆପ୍

Google ଦୀର୍ଘ ଦିନ ପରେ Google Play Musicକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ YouTube Music ଆରମ୍ଭ କରିବାବେଳେ ଏହା ବିଷୟରେ ଜଣାପଡ଼ିଯାଇଥିଲା। Google Play Music କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ ଏହା ପରେ ୨୦୧୧ମସିହାର ନଭେମ୍ବରରେ ଏହାକୁ ଫାଇନାଲ ଲଞ୍ଚ କରାଯାଇଥିଲା। ଏବର୍ଷ ଅଗଷ୍ଟରେ ଗୁଗଲ କମ୍ପାନୀ ଏବେ Play Musicକୁ ଧୀରେ ଧୀରେ ବନ୍ଦ କରିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular