ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ରେଲୱେ ଷ୍ଟେଷନର ଟ୍ରେନ୍ ଲାଇନ୍ରୁ ଜଣେ ବୃଦ୍ଧ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ହେଲେ ନୂଆଁ ମାଝ, ରାୟଗଡା ଜିଲ୍ଳା କାଶିପୁର ବ୍ଲକ ଅଞ୍ଚଳରେ ତାଙ୍କ ଘର। ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏହି ଘଟଣା ରେଳବିଭାଗ ଅଧିନରେ ଘଟିଥିଲା। ତେଣୁ ଲକ୍ଷ୍ମୀପୁର ପୋଲିସ୍ ଫେରି ଆସିଥିଲା।
ପରବର୍ତ୍ତୀ ସମୟରେ କୋରାପୁଟରୁ ଜିଆରପି ପୋଲିସ୍ ଆସି ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ମୃତଦେହକୁ ପଠାଇଥିବା ଜଣାପଡିଛି।ପାରିପାର୍ଶ୍ବିକ ସ୍ଥିତିରୁ ଶ୍ରମିକଙ୍କୁ ହତ୍ୟା କରି ଟ୍ରେନ ଲାଇନ୍ରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0