ବ୍ରହ୍ମପୁର : ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡଏସଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଥମ ଦିନରେ ୬ଟି ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି । ଆଗକୁ ଆହୁରି ୩୦ହଜାର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ୨୫ ବର୍ଷ ପରେ ପୁଣି ଟ୍ୟାଗ୍ କରାଯାଉଥିବା ବ୍ରହ୍ମପୁର ଡିଏଫଓ ଅମ୍ଳାନ ନାଏକ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0