ବୁଦାପେଷ୍ଟ: ୧୦୦ ବର୍ଷରେ ପଦାର୍ପଣ କଲେ ବିଶ୍ୱର ସବୁଠାରୁ ବୟସ୍କା ଅଲିମ୍ପିକ ଚାମ୍ପିୟନ ଆଗ୍ନିସ କେଲେଟି । ତେବେ କେଲେଟି ଜିମ୍ନାଷ୍ଟିକ୍ସରେ ୧୦ ଅଲିମ୍ପିକ ପଦକ ଜିତିଛନ୍ତି । ସେଥିମଧ୍ୟରୁ ୫ଟି ସ୍ୱର୍ଣ୍ଣ ରହିଛି । ତାଙ୍କ କହିବା ଅନୁସାରେ, ତାଙ୍କ ଜୀବନର ଉପଲବ୍ଧି, ରୋମାଞ୍ଚ ଓ ଦୁଃଖଦ ଘଟଣା ଏକ ଝଲକରେ ଅତିକ୍ରମ କରିଗଲା ଭଳି ମନେ ହେଉଛି । ତେବେ ବର୍ତ୍ତମାନ ୧୦୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କୁ ୬୦ ବର୍ଷୀୟ ଭଳି ସେ ଅନୁଭବ କରୁଥିବା କେଲେଟି ତାଙ୍କ ଜନ୍ମଦିନ ଅବସରରେ ପ୍ରକାଶ କରିଛନ୍ତି ।




Visitors Today : 3
Total Visitors : 130169
Total Views : 9891615
Visitors Online Now : 0