spot_img

ଆଜି ବି ଗୃହରେ ଘଣ୍ଟ ପିଟିଲେ ବିରୋଧୀ

ନବମ ଦିନରେ ବି ଚାଲିପାରିଲାନି ବିଧାନସଭା । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ ବିରୋଧୀ ସଦସ୍ୟ । ଆଜି ବି ଗୃହରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରୋଧୀ ଦଳ ସଦସ୍ୟ । ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ | କିନ୍ତୁ ସବୁଠାରୁ ବଡ କଥା ହେଉଛି ବିଧାନସଭ ଚାଲିପାରୁନି ସଠିକ ପ୍ରକ୍ରିୟାରେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular