ୱାଶିଂଟନ: ବିଦେଶରେ ବି କୃଷି ଆଇନକୁ ବିରୋଧ । ୱାଶିଂଟନ ଡିସିରେ ଭାରତୀୟ ଦୂତାବସା ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତ୍ତି ଉପରେ ଖଳିସ୍ତାନ ପତାକା ଢାଙ୍କି ଦେଲେ ପ୍ରତିବାଦ କରିଛନ୍ତି ପ୍ରବାସୀ ଭାରତୀୟ । ଦିଲ୍ଲୀ ଦରବାରରେ ଚାଷୀ ଆନେ୍ଦାଳନ ଜୋର ଧରୁଥିବା ବେଳେ ଆମେରିକାରେ ବି କୃଷକଙ୍କ ସମର୍ଥନରେ ଆନେ୍ଦାଳନ ହେଉଛି । ଭାରତୀୟ ଦୂତାବାସ ନିକଟରେ ପ୍ରବାସୀ ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଖଲିସ୍ତାନ ପତାକା ଢାଙ୍କି ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ଖଲିସ୍ତାନ ସପକ୍ଷବାଦୀମାନେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0