spot_img

ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ : ଏସିବି କତ୍ତୃପକ୍ଷ

କଟକ: କଟକ ଏସିବି ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ଅଯଥା ଗୁଜବ ପ୍ରଚାରକରାଯାଉଛି କହିଲେ ଏସିବି ମେଡ଼ିକାଲ କର୍ତ୍ତୃପକ୍ଷ । ପ୍ୟାନେଲ ବେର୍ଡ଼ରେ ଯାନ୍ତ୍ରିକ ତ୍ରୁଟି ରହିଛି ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାମୟିକ ଭାବେ ଓଟି ଓ ଆଇସିୟୁ ବନ୍ଦ ରହିଛି । କିନ୍ତୁ ମେଡ଼ିକାଲର ଏମର୍ଜେନ୍ସି ବ୍ୟବସ୍ଥା ଚାଲୁ ରହିଛି । କାମ ଚାଲିଛି ତେବେ ଏହା ଆଜି ସନ୍ଧ୍ୟା ସୁଦ୍ଧା ସଜାଡ଼ିବା ହୋଇଯିବ । ଏନେଇ ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular