spot_img

ତାମିଲନାଡୁରେ ବିଧାନସଭା ନିର୍ବାଚନ ଲଢିବ AIMIM

ନୂଆଦିଲ୍ଲୀ: ପ୍ରଥମେ ବିହାର ବିଧାନସଭା ନିର୍ବାଚନ ଏବଂ ଏବେ ଗୁଜରାଟ ନଗର ନିଗମ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିଥିବା AIMIM ପାର୍ଟି ଏବେ ତାମିଲନାଡୁ ଉପରେ ଆଖି ପକାଇଛି । ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ପାର୍ଟି ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓଓ୍ବେସୀ ବଡ ଘୋଷଣା କରିଛନ୍ତି । ଓଓ୍ବେସୀ କହିଛନ୍ତି, ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ AIMIM ପାର୍ଟି ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular