ରାଫେଲକୁୁ ନେଇ ଚିନ୍ତାରେ ପାକିସ୍ତାନ । ଆସନ୍ତା ଦେଢରୁ ଦୁଇ ବର୍ଷ ଭିତରେ ଫାଇଟର ଜେଟ୍ ରାଫେଲ ମାଧ୍ୟମରେ ଯୁଦ୍ଧ ପାଇଁ ଭାରତ ଷଡଯନ୍ତ୍ର କରୁଥିବାର ଅଭିଯୋଗ ଆଣିଲେ ପାକିସ୍ତାନ ଏୟାରଫୋର୍ସ ଚିଫ ମୁଜାହିଦ୍ ଅନୱର ଖାନ୍ । କାଶ୍ମୀର ଏବଂ ଏଲଓସିରେ ଭାରତ ଉତେଜନନା ବଢାଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି ମାର୍ଶାଲ ଖାନ । ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରଠାରୁ ପାକିସ୍ତାନର ଚିନ୍ତା ବଢିଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0