ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶ। ଏଥର ବିଧାନସଭା ଅଧିବେଶନ ହେବ ସମ୍ପୂର୍ଣ୍ଣ ପେପରଲେସ। ବିଧାନସଭାର ବିଭିନ୍ନ ରିପୋର୍ଟ, ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ, ବଜେଟ ଏବଂ ତାରକା ଓ ଅଣ ତାରକା ପ୍ରଶ୍ନ, ରାଜ୍ୟପାଳଙ୍କ ଭାଷଣ ’ନେଭା’ ଆପ୍ ଜରିଆରେ ମିଳିବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହୋଇଛି। ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଏକ ଟିମ୍ ମଧ୍ୟ ବିଧାନସଭା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0