ମୁମ୍ବାଇ: ପ୍ରଭାସଙ୍କ ଫିଲ୍ମରେ ନଜର ଆସିବେ ଅମିତାଭ ବଚ୍ଚନ । ତେବେ ଅମିତାଭଙ୍କ ସହ ଦୀପିକା ମଧ୍ୟ ନଜର ଆସିବେ ବୋଲି ବୈଜୟନ୍ତୀ ମୁଭିଜ ସୂଚନା ଦେଇଛନ୍ତି । ତେବେ ଫିଲ୍କଟି ମଲଟି ଷ୍ଟାରର ହେବା ସହ ବିଭିନ୍ନ ଭାଷାରେ ଦେଶବ୍ୟାପି ରିଲିଜ ହେବାର ଅଛି । ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ଅଶ୍ବିନୀ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ । ସେ ଅମିତାଭଙ୍କ ଅନେକ ସୁପରହିଟ୍ ଫିଲ୍ମର ତେଲୁଗୁ ରିମେକରେ କାମ କରିଛନ୍ତି। ଏତେ ବର୍ଷ ପରେ ବାସ୍ତବରେ ଏହା ତାଙ୍କ ପାଇଁ ଗୌରବର ବିଷୟ ଓ ସନ୍ତୋଷଜନକ ସମୟ। ତେବେ ଗୋଟିଏ ଫିଲ୍ମରେ ଏକାଠି କାମ କରିବା ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0