ବାଇଗୁଣିଆ: ମହାବିଦ୍ୟାଳୟରେ ଡ୍ରେସକୋର୍ଡ଼ ବଦଳକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରାକଶ ପାଇଛି । ବାଇଗୁଣିଆ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଡ୍ରେସ କୋର୍ଡ ବଦଳି କରାଯାଉଛି । ଯାହାକୁ ନେଇ ଅଭିଭାବକ ମାନେ କଲେଜ ପ୍ରିନ୍ସପାଲଙ୍କୁ ସମ୍ପୂର୍ଣ୍ଣ ରୁପେ ଦାୟୀ କରିଛନ୍ତି । ଜଣେ ସମ୍ପୃକ୍ତ ଡ୍ରେସ ଦୋକାନୀକୁ ହାତ କରି ଏଭଳି ନିଷ୍ପତି ନେଇଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0