ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ମାନଯୋର ଦକ୍ଷିଣ ପ୍ରସ୍ୱେ କେନାଲରେ ଜଣେ ମହିଳା ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖି ଆଠମଲ୍ଲିକ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ଆଠମଲ୍ଲିକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିସମ ବାହିନୀ ସହାୟତାରେ ଶବ ଉଦ୍ଧାର କରିଥିଲା l ମହିଳା ଜଣକ କିଶୋର ନଗର ବ୍ଲକ ସଞ୍ଚାମୁରା ଗ୍ରାମ ରବାସନ୍ତୀ ସାହୁ ବୋଲି ପୁଲିସ ଅନୁସନ୍ଧାନ ରୁ ଜଣାପଡିଛି । ପୋଲିସ ମୃତ ଦେହକୁ ଜବଦ କରି ତଦନ୍ତ ଜାରି ରଖିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0