କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ପଞ୍ଚାୟତ ଆଜି ଠାରୁ ୬ଦିନ ପାଇଁ ସଟଡାଉନ କରାଯାଇଛି । ଆସନ୍ତା ୨୯ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ସରପ । ଗ୍ରାମରେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୟରେ ସମସ୍ତ ଔଷଧ ଦୋକାନ ସମେତ ଜରୁରୀ ସେବା ଜାରି ରହିବ । ସରକାରୀ କର୍ମଚାରୀମାନଙ୍କ ପାଇଁ କୌଣସି କଟକଣା ନାହିଁ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0