spot_img

ବିନ୍ଦୁସାଗରରେ ପୟା ଶ୍ରାଦ୍ଧ ଉପରେ କଟକଣା

ଭୁବନେଶ୍ୱର ବିନ୍ଦୁସାଗରରେ ଦିଆଯିବନି ପୟା ଶ୍ରାଦ୍ଧ । ଚଳିତ ବର୍ଷ ଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁ ସାଗର କୂଳରେ ପିଣ୍ଡଦାନ, ପୟାଶ୍ରାଦ୍ଧ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକ ଗହଳିକୁ ନଜରରେ ରଖି କଟକଣା ଜାରି କରିଛି ବିଏମସି । ହଜାର ହଜାର ସଂଖ୍ୟାରେ ଲୋକେ ଲିଙ୍ଗରାଜ ମନ୍ଦିରର ବାଇଶି ପାହାଚରେ ଓ ବିନ୍ଦୁସାଗରରେ କୂଳରେ ପିଣ୍ଡଦାନ ଶ୍ରାଦ୍ଧ ଦେଇଥାନ୍ତି । ଚଳିତ ବର୍ଷ କଟକଣା କାରଣରୁ ଏଠାରେ ପୟା ଶ୍ରାଦ୍ଧରୁ ଲୋକମାନେ ବଂଚିତ ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular