ପୟା ଶ୍ରଦ୍ଧାକୁ ଦୃଷ୍ଟିର ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବଡ଼ ବଡ଼ିଆଙ୍କୁ ମନେ ପକାଇ କାଉଁରିଆ କାଠି ଜାଳିବାର ପରମ୍ପରା ଉପରେ କଟକଣା ଲଗାଯାଇଛି । ତେବେ ଶ୍ରାଦ୍ଧ ଦେଇପାରିବେ ଶ୍ରଦ୍ଧାଳୁ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Visitors Today : 0
Total Visitors : 130222
Total Views : 9891696
Visitors Online Now : 0