spot_img

ପୁଣି ମୁହଁ ଖୋଲିଲେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ତେବେ ପାୟଲ ଏହି ବିଷୟରେ ଇର୍ଫାନ ପଠାନଙ୍କୁ ପୂର୍ବରୁ କହିଛନ୍ତି ବୋଲି ପୁଣି ଆଜି ନିଜ ସୋସିଆଲ ମିଡିଆରେ ସ୍ଫଷ୍ଟ କରିଛନ୍ତି । ତେବେ ଏନେଇ ତାଙ୍କ ବନ୍ଧୁ ଇରଫାନ କୌଣସି ପ୍ରତିକ୍ରିୟା ନ ଦେବାରୁ ସେ ଦୁଃଖିତ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular