spot_img

ପିସିଆର ଭ୍ୟାନ ଧକ୍କାରେ ମହିଳା ଆହତ

କଟକ: ପିସିଆର ଭ୍ୟାନ ଧକ୍କାରେ ମହିଳା ଆହତ । କଟକ ବାଦାମବାଡି ଥାନା ପିସିଆର ଭ୍ୟାନ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବାଦାମବାଡି ବସଷ୍ଟାଣ୍ଡରେ ଜଣେ ମହିଳା ଯାଉଥିବା ସମୟରେ ପିସିଆର ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କ ଆହତ ହୋଇଛନ୍ତି ତାଙ୍କ ଅବସ୍ଥା ଠିକ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular