spot_img

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ୪ ଜଣିଆ ସ୍ୱତନ୍ତ୍ର ଟିମର ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା । ପେଟ୍ରୋଲ ପମ୍ପରେ କେନ୍ଦ୍ର ପେଟ୍ରୋଲ ମନ୍ତ୍ରାଳୟର ୪ ଜଣିଆ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି । ଏପଟେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ବିସ୍ପୋରଣର କାରଣ ଖୋଜା ଚାଲିଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ବି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular