ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଥମିବାରେ ନାଁ ନେଉଥିବା ବେଳେ ବର୍ତ୍ତମାନ ତାଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ କିଛି ଦିନ ପୁର୍ବରୁ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ବିଦ୍ୟାଶ୍ରୀ ଉଦ୍ୟମ କରିଥିଲେ। ତାଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଦ୍ୟାଶ୍ରୀ ମାନସିକସ୍ତରରେ ଅସୁସ୍ଥ ହୋଇଯାଇଥିବା ମେଡିସିନ୍ ବିଭାଗ ଡାକ୍ତର ଅନୁଧ୍ୟାନ କଲା ପରେ ତାଙ୍କୁ ମାନସିକ ରୋଗ ବିଭାଗରେ ଭର୍ତ୍ତି କରିବା ପାଇଁ ସୁପାରିଶ କରାଯାଇଥିଲା । ସେହି ଆଧାରରେ ବିଦ୍ୟାଶ୍ରୀଙ୍କୁ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0