ଗଂଜାମ: ଦୁର୍ଘଟଣାରେ ଜଣେ ଗୁରୁତର । ଗଂଜାମର ଛତ୍ରପୁର ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଗୁରୁତର ଆହତ ହୋଇଛି । ଆହତ ଜଣଙ୍କ ଗଂଜାମର ଧର୍ମଶାଳା ସ୍ଥିତ ଜଗନ୍ନାଥ ମଠର ମହନ୍ତ ରାମ ନାରାୟଣ ଦାସ ମହାରାଜ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଓ କାନରେ ଆଘାତ ହୋଇଛି । ଖବର ପାଇ ଛତ୍ରପୁର ଥାନା କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତ୍ରପୁର ଉପଖଣ୍ଡରେ ପ୍ରାଥମିକ ଚିକିସôା ପରେ କଟକକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0