କୋରୋନାରୁ ସୁସ୍ଥ ରୋଗୀମାନଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଗୋଆ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁମାନେ କୋରୋନାରୁ ସୁସ୍ଥ ହୋଇ ରୋଗୀମାନଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବେ ସେମାନଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯିବା ସହ ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଦିଆଯିବ ବୋଲି ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଘୋଷଣା କରିଛନ୍ତି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0