୩୨ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା,କ୍ରିଡ଼ା,କଳା ସଂସ୍କୃତି,ସାମାଜିକ ଓ ସାହହାସିକତା ଆଦି କ୍ଷେତ୍ରରେ ଦକ୍ଷତାପ୍ରଦର୍ଶନ କରିଥିବା ୩୨ଜଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨ ଜିଲ୍ଲାରୁ ଏହି ପିଲାମାନଙ୍କୁ ଚୟନ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କଳା ଓ ସଂସ୍କୃତି ପାଇଁ ୭ ଜଣ, ନବୋନ୍ମେଷ ପାଇଁ ୯ଜଣ,ଶୈକ୍ଷିକ ସଫଳତା ପାଇଁ ୫,କ୍ରିଡ଼ା ବର୍ଗ ପାଇଁ ୭, ସାହାସିକତା ପାଇଁ ୩ ଓ ସାମାଜିକ ସେବା ପାଇଁ ଜଣେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0