ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ସମ୍ମାନ ଫେରାଇ ଦେଇଛନ୍ତି। ତେବେ ନୂତନ କୃଷି ଆଇନ ପ୍ରଣୟନ କରିବାକୁ ବିରୋଧ କରିବା ସହ କେନ୍ଦ୍ର ସରକାର କୃଷକଙ୍କ ସହ ପ୍ରତାରଣା ଅଭିଯୋଗ କରି ସେ ଏପରି କରିଥିବାର ସୂଚନା ମିଳିଛି । ତାଙ୍କର ଏପରି ପଦକ୍ଷେପକୁ ଦେଖି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୦୧୫ରେ ପ୍ରକାଶ ସିଂହ ବାଦଲଙ୍କୁ ପଦ୍ମ ବିଭୁଷଣ ସମ୍ମାନ ମିଳିଥିଲା।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0