ଚେନ୍ନାଇ: ଚର୍ଚ୍ଚାରେ ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମ ‘ସଲାର’ । ସୋସିଆଲ ମିଡ଼ିଆରେ ଏହି ଫିଲ୍ମର ଫାଷ୍ଟ ଲୁକ ଜାରି ହୋଇଛି । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲ ଫିଲ୍ମର ନୀର୍ମିତ ହୋଇଥିବା ବେଳେ ପ୍ରଭାସ ଏଥିରେ ଲିଡ଼ ରୋଲରେ ନଜର ଆସିବେ । ପୋଷ୍ଟରେ ପ୍ରଭାସ ହାତରେ ଗନ ଧରିଥିବାର ଦେଖିବାକୁ ମିଳିଛି ।

ଏହି ଫିଲ୍ମ ଜରିଆରେ ପୁଣିଥରେ ପ୍ରଭାସଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିବ । ଯାହାକୁ ନେଇ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଖୁବ ଉତସୁକତା ବଡ଼ିଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0