ଚୀର ଦିନ ପାଇଁ ବିଦାୟ ନେଇଛନ୍ତି ପୁର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ .. । ପ୍ରଣବ ଦାଙ୍କ ବିୟୋଗରେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଶୋକ ପ୍ରକାଶ କରାଯାଇଛି । ମଙ୍ଗଳବାର ପୁର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚୀନ ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଛି । ପ୍ରମବ ଜଣେ ବିଶିଷ୍ଟ ଜନନାୟକ ଥିବାବେଳେ ତାଙ୍କ ଭାରତ ଓ ଚୀନ ବନ୍ଧୁତା ପାଇଁ ଏକ ବଡ କ୍ଷତି ବୋଲି କହିଛି ଚୀନ ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0