ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ହୋଇନାହିଁ ଅବସ୍ଥା ସଙ୍କଟାପନ୍ନ ରହିଛି ଡାକ୍ତର କହିଛନ୍ତି ସେ ଗଭୀର କୋମାରେ ଅଛନ୍ତି ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ମେଡିକାଲ ବୁଲେଟିନ ଜାରି କରି କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଗତ ୧୭ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି



Visitors Today : 1
Total Visitors : 130303
Total Views : 9891806
Visitors Online Now : 0