ପରିବାର ଦର ଆକାଶ ଛୁଆଁ ହୋଇଛି । ସମସ୍ତ ପରିବାର ୫୦ ଟଙ୍କା ଉପରେ ରହିଛି । ବାଇଗଣ ୬୦ ଟଙ୍କା, ବିନ୍ସ ୧୪୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ଟମାଟୋ ୫୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, କଖାରୁ ଦର ୩୦ ଟଙ୍କା ରହିଛି । ବର୍ଷା ଓ ବନ୍ୟା ପାଣି ଯୋଗୁ ଫସଲ ଉଜୁଡିଯିବାରୁ ପରିବା ଦର ବୃଦ୍ଧି ହୋଇଛି । ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ପାଇଁ ପନିପରିବା କ୍ଷୟକ୍ଷତି ହେବ । ଆକଳନ ପରେ ଚାଷୀଙ୍କୁ ପର୍ୟ୍ୟାପ୍ତ ପରିମାଣର କ୍ଷୟକ୍ଷତିର ଭରଣା ଅର୍ଥ ଦିଆଯିବ । ଚାଷରେ ପାଣି ମାଡ଼ ଫଳରେ ଚାହିଦା ଓ ଯୋଗାଣ ପାଇଁ ଦର ବଢୁଛି ବୋଲି ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0