ପିପିଲି : ପିପିଲି ଉପନିର୍ବାଚନ ପାଇଁ ବିଜେଡିରେ ଆରମ୍ଭ ହୋଇଛି କସରତ । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି ପିପିଲି ପର୍ୟ୍ୟବେକ୍ଷକ ପ୍ରତାପ ଦେବ । ଏହି ଅବସରରେ ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦଳ ସୁପ୍ରିମୋ ଠିକଣା ସମୟରେ ଠିକ ନିଷ୍ପତି ନେବେ । ଦଳ ଏବେ ସଂଗଠନ ମଜବୁତ କରିବା ଉପରେ ଏବଂ ବଡ ବ୍ୟବଧାନରେ ବିଜୟ ଉପରେ ଫୋକସ ଦେଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0