-ବିଶ୍ୱର ଶକ୍ତିଶାଳୀ ସୁରକ୍ଷିତ ବିମାନ ଏୟାର ଫୋର୍ସ ଫ୍ୱାନ.. । ଯାହା ଆମେରିକା ରାଷ୍ଟ୍ରପତି ଏହାକୁ ବ୍ୟବହାର କରିଥାନ୍ତି । ସେହି ସମାନ ଧରଣର ବିମାନ ଏବେ ଭାରତ ହାତରେ
-କେବେ ଆସିବ ବିମାନ
-କିଏ କରିବ ପରିଚାଳନା.-
.କଣ ରହିଛି ବ୍ୟବସ୍ଥା..ଆଉ କିଛି ଦିନ ମଧ୍ୟରେ ଭାରତର ଭିଭିଆଇପି ଓ ଅନ୍ୟ ଭିଭିଆଇପିଙ୍କ ସୁରକ୍ଷିତ ଓ ସୁବିଧା ଜନକ ଯାତ୍ରା ପାଇଁ ଆସିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବିମାନ ଏୟାର ଅଣ୍ତିଆ ଫ୍ୱାନ । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯେଉଁ ବିଦେଶ ଗସ୍ତବେଳେ ଯେଉଁ ବିମାନ ବ୍ୟବହାର କରିଥାନ୍ତି ଏବେ ସେହି ବିମାନ ମିଳିବାକୁ ଯାଉଛି ଭାରତକୁ ପ୍ରଥମ ବିମାନକୁ ଆଣିବା ପାଇଁ ଏୟାର ଫୋର୍ସର ଏକ ଟିମ ଏୟାର ଇଣ୍ତିଆର ବରିଷ୍ଠ ଅଧିକାରୀ ଗତ ଶୁକ୍ରବାର ଆମେରିକା ଗସ୍ତ କରିଛନ୍ତ୍ି ।ଚଳିତ ମାସ ଶେଷ ସୁଦ୍ଧା ବିମାନ ନେଇ ଭାରତ ଆସିବେ ଯାଇଥିବା ଟିମ୍ । ତେବେ ବିମାନ ଆସିବା ପରେ ଏୟାର ଇଣ୍ତିଆ ବଦଳରେ ଏୟାର ଫୋର୍ସ ପାଇଲଟ ଓ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ବିମାନ ଏୟାର ଇଣ୍ତିଆ ଫ୍ୱାନ..
ଏହାର ବିଶେଷ୍ୱତ ରହିଛି –ଏୟାର ଇଣ୍ତିଆ ଫ୍ୱାନରେ ଆକାଶରେ ଇନ୍ଧନ ଭରିପାରିବ । ଥରେ ଇନ୍ଧନ ଭରିଲେ ୨୦ ଘଣ୍ଟାପର୍ଯ୍ୟନ୍ତ ନିରନ୍ତର ଉଡାଣ କରିପାରିବ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0