ରେକର୍ଡ ହାସ୍ର ପରେ ପୁଣି ସୁନା ଦାମ ବୃଦ୍ଧି ଜାରି ରହିଛି । ସଙ୍କଟ ମଧ୍ୟରେ ଏଥିସହ ବିଶ୍ୱ ଅର୍ଥନୀତି ଅନିଶ୍ଚିତତା ମଧ୍ୟରେ ସୁରକ୍ଷିତ ନିବେଶରେ ମାଧ୍ୟମ ସୁନାର କାରବାର ସୋମବାର ବୃଦ୍ଧି ପାଇଛି ଫଳରେ ଦାମ ବଢିଛି । ଅନ୍ତରାଷ୍ଟ୍ରିୟ ବଜାରରେ ମଜୁବୁତ ସୁନା ଦାମ ବଢିଚାଲିଛି । ସେମାମବାର ଦେଶରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ଦାମ ୩୪୦ ଟଙ୍କା ବଦ୍ଧି ପାଇ ୫୩,୬୧୧ ଟଙ୍କା ହୋଇଛି । ଏଚି ଏଡଏଫ ସି ସିକ୍ୟୁରିଟି ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । ପୁର୍ବ ମୁଲ୍ୟ ଯଦି ଆମେ ଦେଖିବା ସୁନା ୧୦ ଗ୍ରାମ ପିଛା ୫୩,୨୭୧ ଟଙ୍କାରେ ବନ୍ଦ ହୋଇଥିଲା ।ତେବେ କେବଳ ସୁନା ନୁହେଁ ରୁପା ଦାମ ମଧ୍ୟ ଆଐଜି ବନ୍ଦ ବଢିଛି ସେମାବାର ରୁପା କି୍ଲୋଗ୍ରାମ ପିଛା ୧,୩୦୬ ଟଙ୍କା ବଢି ୬୯,୮୨୦ ଟଙ୍କା ଛୁଇଁଛି । ଯାହାକି ପୁର୍ବ କାରବାରରେ ୬୮,୫୧୪ ଟଙ୍କା ଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0