spot_img

ଚାଷୀ ଆନ୍ଦୋଳନ ନେଇ ପ୍ରିୟଙ୍କାଙ୍କ ଟ୍ୱିଟ

ମୁମ୍ବାଇ:ଚାଷୀ ଆନ୍ଦୋଳନ ନେଇ ନିଜର ମନ୍ତବ୍ୟ ରଖିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଏନେଇ ନିଜ ଟ୍ୱିଟରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କୃଷକମାନେ ଆମ ଦେଶର ସୈନିକ ଅଟନ୍ତି । ସେମାନଙ୍କର ସମସ୍ତ ଭୟ ଦୂର କରିବା ଜରୁରୀ ଅଟେ ।

ତାଙ୍କର ସମସ୍ତ ଆଶା ପୂରଣ କରି ଗଣତନ୍ତ୍ର ଭାବରେ ଏହି ବିବାଦର ଶୀଘ୍ର ସମାଧାନ କରିବା ଆମର ଦାୟିତ୍ୱ । ତେବେ ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରଶଂସକମାନେ ବିଭିନ୍ନ ଉପାୟରେ ନିଜ ନିଜର ଉତ୍ତର ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଏରାଲ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular