ଭୁବନେଶ୍ବର: ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ ଆଡମିନିଷ୍ଟ୍ରେସନ ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ। ଓଡିଶା ଷ୍ଟେଟ ଓପନ ୟୁନିଭରସିଟି ଆକ୍ଟ,ର ସବ ସେକ୍ସନ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ଅର୍କା କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାଶ ମହାପାତ୍ର ତିନି ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟଭାର ଗ୍ରହଣ କରିବେ ନେଇ ଉଲ୍ଲେଖ ରହିଛି ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0