ନୂଆଦିଲ୍ଲୀ: ଲୋକପ୍ରିୟ ପବଜି ମୋବାଇଲ ଗେମ ପୁଣି ବିବାଦ ଘେରରେ । ତେବେ ପବଜି ଗେମ ହିଂସକ, ନିଶା ଏବଂ ଖରାପ ରାସ୍ତାକୁ ଟାଣି ନେଉଥିବା ଏକ ଘାତକଅସ୍ତ୍ର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଏହା ସହ ସେ କହିଛନ୍ତି, ଏଥିପାଇଁ ସରକାର ଭାରତର ସଂସ୍କୃତିକୁ ବଢ଼ାଇବା ପାଇଁ ଗେମିଙ୍ଗ୍ ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି । କହିରଖୁଛୁ କି ପବ୍ଜି ଚୀନ୍ର ମୂଳ କମ୍ପାନୀ ହୋଇଥିବାରୁ ଏହାସହିତ ୧୦୦ଟି ମୋବାଇଲ୍ ଆପ୍ସକୁ ସରକାର ଗତବର୍ଷ ବ୍ୟାନ୍ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0