spot_img

ଟ୍ୱେଣ୍ଟି-୨୦ ସିରିଜରୁ ବାଦ ପଡିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟ୍ୱେଣ୍ଟି -୨୦ ମ୍ୟାଚରୁ ବାଦ ପଡିଲେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତେବେ ଆହତ କାରଣରୁ ବାଦ ପଡିଥିବାର ସୂଚନା ଦେଇଛି ବିସିସିଆଇ । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ ଯାଇ ରବୀନ୍ଦ୍ର ଜାଡେଜାଙ୍କ ହେଲମେଟରେ ବାଜିଥିଲା । ବଲ ହେଲମେଟରେ ବାଜିବା ପରେ ଇନିଂସ ଶେଷ ହେବା ମାତ୍ରେ ବିସିସିଆଇର ଡାକ୍ତର ଦଳ ତାଙ୍କୁ ଚେକଅପ ପାଇଁ ରଖିଥିଲେ । ଏହା ସହ ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular