spot_img

ଫିଟନେସ ପରୀକ୍ଷାରେ ପାସ ହେଲେ ରବିନ୍ଦ୍ର ଜାଡେଜା

ମେଲବର୍ନ: ଭାରତୀୟ କ୍ରିକେଟ ଦଳର ଅଲରାଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ପାସ ହୋଇଛନ୍ତି । ଏହା ସହ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ କି୍ରକେଟ ଗାଉଣ୍ଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବା ନେଇ ସମ୍ଭାବନା ଉପୁଜିଛି । ଅନ୍ୟପଟେ ଭାରତ ପାଇଁ ୪୯ଟି ଟେଷ୍ଟ ମ୍ୟାଚରେ ୨୧୩ ୱିକେଟ ନେବା ସହ ୧୮୬୯ ରନ କରିଛନ୍ତି ରବିନ୍ଦ୍ର ଜାଡେଜା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ମୁଣ୍ଡରେ ଆଘାତ ଏବଂ ଗୋଡରେ ମାଂସପେଶୀ ଆଘାତ ହେବାରୁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ପାରିନଥିଲେ ରବିନ୍ଦ୍ର ଜାଡେଜା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular