ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ୱିକେଟ ରକ୍ଷକ କେ.ଏଲ ରାହୁଲ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ଡେଟ କରୁଥିବାର ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଆଥିଆ ଫୁଲ ପ୍ରତି ତାଙ୍କର ଭଲ ପାଇବା ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହା ପରେ କ୍ରିକେଟର ରାହୁଲ ତାଙ୍କର ଇଚ୍ଚା ପୂରଣ କରି ତାଙ୍କୁ ଏକ ଫୁଲ ଇମଜି ଉପହାର ଦେଇଥିଲେ । ତେବେ ଆଥିଆ ଇନଷ୍ଟାଗ୍ରାମରେ ସୂର୍ଯ୍ୟମୁଖୀ ଫୁଲର ଏକ ପୁଷ୍ପ ଧରି ଏକ ପୋଷ୍ଟ ଶେୟାର କରିଥିଲେ । ଏହା ସହ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଥିଲେ, ଫୁଲ ମୋତେ ଖୁସି କରେ ଏବଂ ରାହୁଲ କମେଣ୍ଟରେ ତାଙ୍କ ପାଇଁ ଫୁଲଙ୍କ ଇମୋଜି ଶେୟାର କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0