ଅନୁଗୋଳ : ଶୁକ୍ରବାର ଇଷ୍ଟ କୋଷ୍ଟ ରେଲୱେ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ରେଳ କର୍ମଚାରୀମାନେ ତାଳଚେର ଷ୍ଟେସନରେ ଧାରଣାରେ ବସିଛନ୍ତି ।
ରେଳ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ ସମେତ କର୍ମଚାରୀଙ୍କୁ ଓଟି ପ୍ରଦାନ, ବାକିଥିବା ବୋନସ, ମାଇଲେଜ୍ ସିଷ୍ଟମକୁ ବନ୍ଦ କରିବା ପାଇଁ ସେମାନେଦାବି କରିଛନ୍ତି । ଏହାସହ ପିଇବା ପାଣି ସାଙ୍ଗକୁ ସିପିଟି ଡ୍ୟୁଟିକୁ ୧୧ ଘଣ୍ଟା ମଧ୍ୟରେ ସୀମିତ ରଖିବା ପାଇଁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଧମକ କର୍ମଚାରୀମାନେ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0