spot_img

ରାଜକନିକା ଆଥଲେଟିକ ଆସୋସିଏସନର ନୂତନ ଗୃହ ଉଦଘାଟିତ

ରାଜକନିକା ଆଥଲେଟିକ ଆସୋସିଏସନର ନୂତନ ଗୃହ ଉଦଘାଟିତ । ରାଜକନିକା ବ୍ଲକ ବାଘବୁଦା ନିକଟରେ ଥିବା ଆଥଲେଟିକ ଆସୋସିଏସନର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଆଳି ବିଧାୟକ ପ୍ରତାପ କେଶରୀ ଦେବ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ଏହି ଗୃହରେ ଅନେକ ଜନହିତକର କାର୍ଯ୍ୟ ହେବା ସହିତ ରାଜକନିକାକୁ ଆସୁଥିବା ଖୋଳାଳୀ ମାନଙ୍କ ରହିବା ନିମନ୍ତେ ବନ୍ଦବସ୍ଥ କରାଯାଇଥିବା ସୂଚନା ମିଳିଛି । ଏହି ଉଦଘାଟନ ଉସôବରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରାଜକନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲୀକ, ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular