spot_img

ପରିବା ବିକାଳିଙ୍କୁ ଜରିମାନା ଆଦାୟ ପାଇଁ କଟାହେଲା ୨ ମିଟରର ଚାଲାଣ

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଳଘଂନ ଅଭିଯୋଗରେ ପରିବା ବିକାଳିଙ୍କୁ ଜରିମାନା ଆଦାୟ ପାଇଁ କଟାହେଲା ୨ ମିଟରର ଚାଲାଣ କଟାଯାଇଛି । ପରିବା ବିକାଳିଙ୍କ ଠାରୁ ୪୨ ହଜାରରୁ ଅଧିକ ଟଙ୍କା ଆଦାୟ କରିବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ପରିବା ବିକାଳି ଜଣଙ୍କ ୭୭ଟି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଠାରୁ ୪୨,୫୦୦ ଟଙ୍କାର ଜରିମାନା ଆଦାୟ ପାଇଁ ଚାଲାଣ କଟା ଯାଇଛି ବୋଲି କହିଛି ବେଙ୍ଗାଲୁରୁ ପୁଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular