spot_img

ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ

କଲିକତା: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖଡ଼ ମମତାଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ କିଏ ବାହାର ଲୋକ ? ଏହି ମନ୍ତବ୍ୟର ଅର୍ଥ କ’ଣ ? କ’ଣ ଭାରତୀୟ ନାଗରିକ ବାହାର ଲୋକ ? ମମତାଙ୍କୁ ଏପରି ମନ୍ତବ୍ୟ ଦେବା ଅନୁଚିତ। ମୁଖ୍ୟମନ୍ତ୍ରୀ ନିଆଁ ସହିତ ଖେଳିବା ଉଚିତ ନୁହେଁ ବୋଲି ରାଜ୍ୟପାଳ ଚେତାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ପାଳନ କରିବା ଦରକାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular