spot_img

ଆତ୍ମସମର୍ପଣ କଲେ ୨ ଦୁର୍ଦାନ୍ତ ମାଓବାଦୀ

ରାୟଗଡ଼ା: ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନର ଏରିଆ କମିଟି ଦସ୍ୟମଙ୍କୁ ଓୟାମ ଓରଫ ଜୟରାମ ଏବଂ ‘କେକେବିଏନ କମିଟି’ର ସଦସ୍ୟ ଲାଛୁ ମାଡ଼କାମ । ଦିନକୁ ଦିନ ମାନସିକ ନିର୍ୟାତନା, ଯୌନ-ଶୋଷଣ ଓ ଅନ୍ୟାନ୍ୟ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ମାଓ ସଙ୍ଗଠନ ଛାଡ଼ି ସ୍ୱାଭାବିକ ସାମାଜିକ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular