ସପ୍ଟେମ୍ବର ୨୦ରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ରୁମ୍ ପାଠପଢା । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ ।କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢା ନିଷ୍ପତି ।ଏନେଇ ସବୁ ଭିସି ଓ କଲେଜ ଅଧକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ।କ୍ଲାସରୁମ୍ ପାଠପଢା ନେଇ ଗାଇଡଲାଇନ ଜାରି କଲା ବିଭାଗ ।କଣ୍ଟେନମେଣ୍ଟ ଜୋନ୍ର ପିଲା ଓ ଶିକ୍ଷକ କଲେଜ ଆସିବା ମନା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0