ଚଳିତ ବନ୍ୟାରେ ଜଳବନ୍ଦୀ ହୋଇ ରହିଥିବା ସିକୋ ପଞ୍ଚାୟତରେ ରିଲିଫ ବଣ୍ଟନ କାଯ୍ୟ ର୍କ୍ରମ କରାଯାଇଛି । ଆଜି ରାଜକନିକା ବ୍ଲକ ପ୍ରଶ୍ୱାସନ ଓ କନିକା ତହସିଲ ପ୍ରସାସନ ପକ୍ଷରୁ ବନ୍ୟା ପୀଡିତ ଙ୍କ ନିକଟରେ ପହଞ୍ଚି ପାନୀୟ ଜଳ,ଶୁଖିଲା ଖାଦ୍ୟ ଚୁଡା ଗୂଡ଼ ଓ ଗୋଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି ।

Visitors Today : 1
Total Visitors : 130301
Total Views : 9891804
Visitors Online Now : 0