spot_img

ୟୁପିରେ ଚାଲିଛି ଧର୍ମୀୟ ରାଜନୀତି

ଉତ୍ତରପ୍ରଦେଶରେ ଆଗକୁ ଆସୁଛି ନିର୍ବାଚନ | ଏହାରି ଭିତରେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି | ବିଜେପି ଓ କଂଗ୍ରେସ କାଦୁଅ ଫିଙ୍ଗାଫିଙ୍ଗି ରାଜନୀତି ଖେଳ ଖେଳୁଛନ୍ତି | କଂଗ୍ରେସ ଜିନ୍ନାଙ୍କୁ ନେଇ ରାଜନୀତି କରୁଥିବା ବେଳେ ବିଜେପି ହିନ୍ଦୁ ମାନଙ୍କୁ ନେଇ ରାଜନୀତି କରୁଛି | ନିର୍ବାଚନ ପୂର୍ବରୁ ସମସ୍ତ ଦଳ ୟୁପି ବାସୀଙ୍କୁ ଦେଉଛନ୍ତି ପ୍ରତିଶୃତି | ସମସ୍ତେ କହୁଛନ୍ତି ରାଜ୍ୟର ବିକାଶ | କିଭଳି ହେବ ରାଜ୍ୟର ଉନ୍ନତି ସେ ନେଇ ଦଳର ମୁଖିଆ ଚିନ୍ତା କରିବା ସହ କରୁଛନ୍ତି ଚେଷ୍ଟା | ପ୍ରିୟଙ୍କା ଗାନ୍ଧୀ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular