spot_img

କରୋନାରେ ସଂକ୍ରମିତ ହେଲେ ରେସଲର ନରସିଂହ

ସୋନେପତ: ଭାରତୀୟ ରେସଲର ନରସିଂହ ଯାଦବ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଗ୍ରୀକୋ ରୋମାନ ରେସଲର ଗୁରପ୍ରୀତ ସିଂ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ନରସିଂହ ଡିସେମ୍ବର ୧୨ ରୁ ୧୮ ପର୍ଯ୍ୟନ୍ତ ହେବାକୁଥିବା ବ୍ୟକ୍ତିଗତ ବିଶ୍ୱକପ ଇଭେଣ୍ଟରେ ଭାଗ ନେଇଥାନ୍ତେ । ୭୪ କେଜି ଶ୍ରେଣୀରେ ତାଙ୍କୁ ଜିତେନ୍ଦର କିନହାଙ୍କ ସ୍ଥାନରେ ମନୋନୀତ କରାଯାଇଥିଲା । ଅନ୍ୟପଟେ ଉଭୟ ନରସିଂହ ଓ ଗୁରୁପ୍ରୀତଙ୍କ ପାଖରେ କୌଣସି କରୋନା ଲକ୍ଷଣ ପ୍ରକାଶ ପାଇନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular