spot_img

ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଚାନ୍ଦବାଲି : ଧାମରା ବାସୁଦେବପୁର ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଏକ ହାଇଓ୍ୱା ଟ୍ରକ ମୋଟର ସାଇକେଲ୍‌କୁ ଜୋରଧାର ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଘଣ୍ଟେଶ୍ୱର ଗୋପିନାଥପୁର ପଞ୍ଚାୟତ କେଶରପୁର ଗାଁର ବୋଲି ଜଣାପଡିଛି । ମୃତକ ଘଣ୍ଟେଶ୍ୱରରୁ ଧାମରା ଯାଉଥିଲେ । ସେ ଧାମରା ଅଞ୍ଚଳରେ ଜଣେ ପିକ୍‌ଅପ୍‌ ଡ୍ରାଇଭର ଭାବେ କାମ କରୁଥିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular