ଅହମଦାବାଦ: ଇଂଲଣ୍ଡ ବିପକ୍ଷ ୪ ମ୍ୟାଚରେ ଭାରତୀୟ ଦଳର ହିଟମ୍ୟାନ ରୋହିତ ଶର୍ମା ଇତିହାସ ରଚିଛନ୍ତି । ତେବେ ହିଟମାନ ସ୍ୱଦେଶୀ ମାଟିରେ ୬ ହଜାର ରନ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହବାଗ, ମହେନ୍ଦ୍ର ସିଂହ ଧୋନୀ, ମହମ୍ମଦ ଅଜରୁଦ୍ଦିନ, ସୌରଭ ଗାଙ୍ଗୁଲି, ସୁନୀଲ ଗାଭାସ୍କର ଭଳି କ୍ରିକେଟର ରହିଛନ୍ତି । ଅନ୍ୟପଟେ ଏପରି କୀର୍ତ୍ତିମାନ ସ୍ଥାପନ କରିବାରେ ରୋହିତ ହେଉଛନ୍ତି ନବମ ଭାରତୀୟ ବ୍ୟାଟ୍ସମ୍ୟାନ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0