spot_img

ରୋହିତ ଶର୍ମାଙ୍କ ଫିଟନେସ ପରୀକ୍ଷା ଆଜି

ନୂଆଦିଲ୍ଲୀ: ଆଜି ରୋହିତ ଶର୍ମାଙ୍କ ଫିଟନେସ ପରୀକ୍ଷା ହେବ । ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ତାଙ୍କର ଖେଳିବାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହାର ଅନ୍ତ ଘଟିବା ପାଇଁ ଯାଉଛି । ତେବେ ବାଙ୍ଗାଲୋର ସ୍ଥିତ ଏନସିଏରେ ରୋହିତ ଶର୍ମା ଫିଟନେସ ପରୀକ୍ଷା ଦେବା ପରେ ତାଙ୍କୁ ଅଷ୍ଟ୍ରେଲିଆ ପଠାଯିବକି ନାଇ ବିସିସିଆଇ ନିଷ୍ପତି ନେବ । ଅନ୍ୟପଟେ ଡିସେମ୍ବର ୧୭ରେ ପ୍ରଥମ ଦିବରାତ୍ର ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯିବାକୁ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular