spot_img

ଆରଏସପି କର୍ମଚାରୀଙ୍କୁ ହତ୍ୟା

ରାଉରକେଲା: ରାଉରକେଲା ସହରର ବନ୍ଧମୁଣ୍ଡା ଥାନା ତିଲକାନଗରେ ଜଣେ  ଆରଏସପି କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ବାଡ଼ିରେ ପିଟି ପିଟି ହତ୍ୟା ଆରଏସପି କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖାସି ମାଂସ ବାକିରେ ନେଇ ତିନି ହଜାର ଟଙ୍କା ନଦେବାରୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ୪ଜଣରୁ ଅଧିକ ଅଭିଯୁକ୍ତ ପଦ୍ମଲୋଚନଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ପଦ୍ମଲୋଚନ ପୂର୍ତ୍ତିଙ୍କୁ ହତ୍ୟା ପରେ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତମାନେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ସାଇଣ୍ଟିଫିକ ଟିମ୍, ପୋଲିସ ଡିଏସପି ବନ୍ଧମୁଣ୍ଡା ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular